Asha
47 Views
Dec 31 1969
00:21:14
5

ଆଶା ପ୍ରକାଶ ଆଉ ଅଙ୍କିତା family ଫୋଟୋ ଉଠାନ୍ତି, ଆଉ ଏସବୁ ଦେଖି ଶିଲା ରାଗିକି ବହାରିଯାଏ ।କିନ୍ତୁ auditorium ବାହାରକୁ ନଯାଇ ଅପେକ୍ଷା କରେ ପ୍ରକାଶ କୁ।ଏପଟେ ବିନୋଦନି କୁ ମଜା ଚଖେଇବା ପାଇଁ massage boy ମାନଙ୍କୁ ପ୍ରିୟା ଡାକିଦିଏ।ସମସ୍ତେ stage ରୁ ଆସିବା ପରେ ହଟାତ ଜଣେ ଲେଡି ଆସି ପ୍ରକାଶ କୁ ଆରେଷ୍ଟ କରିବା ପାଇଁ କୁହନ୍ତି ଆଉ ସମସ୍ତଙ୍କୁ ଡ଼ରେଇ ବି ଦିଅନ୍ତି।ସତରେ ଆଶା କଣ ଏ ନୂଆ ବିପଦ ରୁ ପ୍ରକାଶ କୁ ବଞ୍ଚେଇ ପାରିବ?
Share