Asha
42 Views
Dec 31 1969
00:22:31
5

ଶୀଲା ଆଶା ଘରେ ଆସି ପରିବାରର ସମସ୍ତଙ୍କ ମନ କିଣିବା ପରି କଥା କହେ ।। ଆଶା ସବୁଠାରୁ ଖରାପ ବୋଲି କହିଲାବେଳେ ଦିଲୀପ ଆଉ ହୀରା ତାକୁ ଉଚିତ୍ ଜାବାବ ଦିଅନ୍ତି।। ଶୀଲା ରାଗି ଯାଇ ହୀରାକୁ ଚାପୁଡ଼ା ମାରେ।। ଅନ୍ୟପଟେ ଅନନ୍ୟା ଆଶାକୁ ନେଇ ଆଶ୍ରମରେ ପହଞ୍ଚିଛି
Share