Asha
37 Views
Dec 31 1969
00:22:00
5

ଆଶା ଦିଲ୍ଲୀପ କୁ କହେ ପ୍ରକାଶ କୁ message କରିବା ପାଇଁ।ତାପରେ ବି ଯେତେବେଳେ ପ୍ରକାଶ ଫୋନ ଉଠେଏନା ସେ ଦିଲ୍ଲୀପ କୁ ନେଇ ଘରୁ ବହାରିଯାଏ। ବିନୋଦିନି ଆଉ ସୁରମା ଆଶା ଉପରେ ଭୀଷଣ ରାଗିଯାନ୍ତି। ସମର କେମିତି ଆଶା କୁ ଜାଣିଚି ସେ ବିଷୟରେଆଶୁତୋଷ କୁ କୁହେ।ଆଶା ଶିଲା କୁ ଫୋନ କରି address ପାଇଯାଏ ଆଉ ସିଧା ଯାଇକି resturant ରେ ପହଞ୍ଚେ। ପ୍ରକାଶ କୁ ନେଇ ଆଶା କଣ ଫେରିପାରିବ?
Share